ଔଷଧ ରହିତ ଜୀବନ

ଔଷଧ ରହିତ ଜୀବନ

 1.⁠ ⁠ସକାଳେ ଶିଘ୍ର ଉଠିବା ଏବଂ ରାତ୍ରରେ ଶିଘ୍ର ଶୋଇବା ଏକ ଔଷଧ।
 2.⁠ ⁠”ଓଁ” ମନ୍ତ୍ର ଜପ କରିବା କିମ୍ବା ପରମେଶ୍ୱରଙ୍କ ନାମ ନିରବିଚ୍ଛିନ୍ନ ବା ନିରନ୍ତର ଉଚ୍ଚାରଣ କରିବା ମଧ୍ୟ ଏକ ଔଷଧ।
 3.⁠ ⁠ଯୋଗ, ପ୍ରାଣାୟାମ ଏବଂ ବ୍ୟାୟାମ ଭି ଏକ ଔଷଧ।
 4.⁠ ⁠ସକାଳ-ସନ୍ଧ୍ୟା ଚାଲିବା ଭି ଏକ ଔଷଧ।
 5.⁠ ⁠ଉପବାସ ସମସ୍ତ ରୋଗର ଏକ ମାତ୍ର ଔଷଧ ।
 6.⁠ ⁠ସକାଳ ସମୟରେ ସୂର୍ଯ୍ୟର ଆଲୋକ ଭି ଏକ ଔଷଧ ।
 7.⁠ ⁠ମାଟିପାତ୍ରର ପାଣି ପିବା ଭି ଏକ ଔଷଧ ।
 8.⁠ ⁠ତାଳି ବଜାଇବା ଭି ଏକ ଔଷଧ ।
 9.⁠ ⁠ଭଲରୁପେ ଚୋବାଇ ଖାଇବା ଭି ଔଷଧ ।
10.⁠ ⁠ଖାଦ୍ୟ ଭଳି ଚୋବାଇ ପାଣି ପିଇବା ଭି ଏକ ଔଷଧ ।
11.⁠ ⁠ଭୋଜନ ଗ୍ରହଣ ପରେ ବଜ୍ରାସନରେ ବସିବା ମଧ୍ୟ ଏକ ଔଷଧ ।
12.⁠ ⁠ସବୁବେଳେ ଖୁସି ରହିବାର ନିଷ୍ପତି ଭି ଏକ ପ୍ରକାର ଔଷଧ ।
13.⁠ ⁠କେବେ କେବେ ମୌନ ରହିବା ଭି ଏକ ଔଷଧ ଅଟେ ।
14.⁠ ⁠ହସିବା ଏବଂ ଥଟା ମଜାକରିବା ଭି ଏକ ଔଷଧ ଅଟେ ।
15.⁠ ⁠ଅଳ୍ପ୍ ରେ ସନ୍ତୋଷ ଭି ଏକ ଔଷଧ ଅଟେ ।
16.⁠ ⁠ମନ ଏବଂ ଶରୀରର ଶାନ୍ତି ଭି ଏକ ଔଷଧ ଅଟେ ।
17.⁠ ⁠ସତ୍ୟବାଦୀ ଏବଂ ସକାରାତ୍ମକ ଭାବନା ଭି ଏକ ଏକ ଔଷଧ ଅଟେ ।
18.⁠ ⁠ଅନ୍ୟ ପ୍ରତି ନିଷ୍ଵାର୍ଥ ପ୍ରେମ ବା ଭାବନା ରଖିବା ଭି ଏକ ଔଷଧ ଅଟେ ।
19.⁠ ⁠ସମସ୍ତଙ୍କ ଭଲ କରିବା ବିଚାର ଭି ଏକ ଔଷଧ।
20.⁠ ⁠ଏମିତି କିଛି କରିବା ଯାହାର ଫଳରେ ଅନ୍ୟ ମାନଙ୍କର ଆର୍ଶିବାଦ ମିଳିବ, ଏହା ମଧ୍ୟ ଏକ ଔଷଧ ଅଟେ ।
21.⁠ ⁠ସମସ୍ତଙ୍କ ସହ ସମ୍ମିଳିତ ରହିବା ଭି ଏକ ଔଷଧ ଅଟେ ।
22.⁠ ⁠ପରିବାରର ସମସ୍ତ ସଦସ୍ୟଙ୍କ ସହ ଏକାସଙ୍ଗେ ମିଶି ଖାଇବା ଭି ଏକ ଔଷଧ ଅଟେ ।
23.⁠ ⁠ଆପଣଙ୍କ ସତ୍ୟ ଉପସ୍ଥାପନା ଏବଂ ଉତ୍ତମ ମିତ୍ର ମାନେ ମଧ୍ୟ ନି:ଶୁଳ୍କ ମେଡିକଲ ଷ୍ଟୋର ଅଟନ୍ତି ।
24.⁠ ⁠ମଜାରେ ରହନ୍ତୁ, ବ୍ୟସ୍ତ ରହନ୍ତୁ, ସ୍ୱାସ୍ଥ୍ୟବାନ୍ ରହନ୍ତୁ, ଏହା ଭି ଏକ ଔଷଧ ଅଟେ ।
25.⁠ ⁠ପ୍ରତ୍ୟେକ ନୂଆ ଦିନର ଉପଭୋଗ କରିବା ସହ ଏଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଭି ଏକ ଔଷଧ ଅଟେ ।
26.⁠ ⁠ନିଜର ବ୍ୟବସ୍ତ ବହୁଳ ଜୀବନ ମଧ୍ୟରୁ ଅନ୍ୟ ମାନଙ୍କ ସହ ମିଶିବା ନିମନ୍ତେ କିଛି ସମୟ ବାହାର କରିବା ମଧ୍ୟ ଏକ ଔଷଧ ଅଟେ |
27.⁠ ⁠ଏବଂ ଶେଷରେ… 🌱 ଏହି ସନ୍ଦେଶକୁ ଅନ୍ୟକୁ ପଠାଇ ଭଲ କାମ କରିବା ଏକ ଔଷଧ ଅଟେ।

ପ୍ରକୃତିର “ମହାନତା” ବୁଝିବା ଭି ଔଷଧ।