ବାଉଁଶ

ଏତେ ଉତ୍ରପାତ କାହିଁ କି କରନ୍ତି । ବଡ଼ ହେଲେ ହେବ ବାଉଁଶ ଣିଦେଲେ ହେବ ଟୋକେଇ, ଚାଙ୍କକୁ ପୋଡ଼ି…
ବରଡ଼ା

ତଳ ବରଡ଼ା ଖସୁଛି ଉପର ବରଡ଼ା ହସୁଛି ମଝି ବରଡ଼ା ଥାଇଁ କହୁଛି ତୋ ବେଳ କାଳ ଆସୁଛି