ବିଚାର ଆପଣଙ୍କର

ବିଚାର ଆପଣଙ୍କର

ସୁନ୍ଦରତାକୁ ଗଭୀର ଭାବରେ ଦେଖିଲେ ଅସୁନ୍ଦରତା ବାହାରି ଆସେ,ଅସୁନ୍ଦରତାକୁ ଗଭୀର ଭାବରେ ଦେଖନ୍ତୁ କିଛି ନା କିଛି ସୁନ୍ଦରତା ନିଶ୍ଚିତ ବାହାରି ଆସିବ।

ସମ୍ପର୍କ

ଯେପର୍ଯ୍ୟନ୍ତ ଜଣେ କହୁଥ‌ିବ

ଆଉ ଜଣେ ସହୁଥ‌ିବ ସେପର୍ଯ୍ୟନ୍ତ ସମ୍ପର୍କ ଠିକ୍ ଥାଏ ।

କିନ୍ତୁ ଯେତେବେଳେ ସହିବା ଲୋକଟି କହିବା ଆରମ୍ଭ କରେ ସମ୍ପର୍କ

ଯେତେ ପୂରୁଣା ହୋଇଥାଉନା

କାହିଁକି ସମ୍ପର୍କ ଭିତରେ ଫାଟ ସୃଷ୍ଟି ହୋଇଯାଏ ।