ଏଇ ଦୁନିଆ ହେଉଛି ଏକ ଗହଳ ହାଟ ସଦୃଶ l
ଏଠି କୌଣସି କଥାରେ ନିଜର ପାଟି ନ ଖୋଲି,
କର୍ମକୁ ଆଦରି ରହି,
ନିଜ ହୃଦୟର ବେଦନାକୁ କାହାକୁ ନ କହି
ଜୀବନ ରୂପକ ବାଟ ଚାଲିଲେ ଭବିଷ୍ୟତ ସୁଗମ ହେବ l
ଏଇ ଦୁନିଆ ହେଉଛି ଏକ ଗହଳ ହାଟ ସଦୃଶ l
ଏଠି କୌଣସି କଥାରେ ନିଜର ପାଟି ନ ଖୋଲି,
କର୍ମକୁ ଆଦରି ରହି,
ନିଜ ହୃଦୟର ବେଦନାକୁ କାହାକୁ ନ କହି
ଜୀବନ ରୂପକ ବାଟ ଚାଲିଲେ ଭବିଷ୍ୟତ ସୁଗମ ହେବ l