ସୁନ୍ଦରତାକୁ ଗଭୀର ଭାବରେ ଦେଖିଲେ ଅସୁନ୍ଦରତା ବାହାରି ଆସେ,ଅସୁନ୍ଦରତାକୁ ଗଭୀର ଭାବରେ ଦେଖନ୍ତୁ କିଛି ନା କିଛି ସୁନ୍ଦରତା ନିଶ୍ଚିତ ବାହାରି ଆସିବ।
ସମ୍ପର୍କ
ଯେପର୍ଯ୍ୟନ୍ତ ଜଣେ କହୁଥିବ
ଆଉ ଜଣେ ସହୁଥିବ ସେପର୍ଯ୍ୟନ୍ତ ସମ୍ପର୍କ ଠିକ୍ ଥାଏ ।
କିନ୍ତୁ ଯେତେବେଳେ ସହିବା ଲୋକଟି କହିବା ଆରମ୍ଭ କରେ ସମ୍ପର୍କ
ଯେତେ ପୂରୁଣା ହୋଇଥାଉନା
କାହିଁକି ସମ୍ପର୍କ ଭିତରେ ଫାଟ ସୃଷ୍ଟି ହୋଇଯାଏ ।